କାଶୀ ବିଶ୍ବନାଥ ମନ୍ଦିର

ଜ୍ଞାନବାପି ମାମଲା- ଆହ୍ଲାବାଦ ଉଚ୍ଚ ଅଦାଲତରୁ ଖାଲି ହାତରେ ଫେରିଲା ମସଜିଦ୍ କମିଟି
2-2-2024
ବାରାଣସୀ: ଜ୍ଞାନବାପି ମାମଲାରେ ଆହ୍ଲାବାଦ ହାଇକୋର୍ଟରେ ଆଜି ଶୁଣାଣି ଶେଷ ହୋଇଛି ଏବଂ ଏହି ସମୟ ମଧ୍ୟରେ ମସଜିଦ କମିଟି ହାଇକୋର୍ଟଙ୍କଠାରୁ ନିରାଶ ହୋଇ ଫେରି ଆସିଛି । ପରବର୍ତ୍ତୀ ଶୁଣାଣି ଫେବୃଆରୀ 6 ରେ ହାଇକୋର୍ଟରେ ହେବ। ମସଜିଦ କମିଟି ଏହାର ଆବେଦନରେ ପୂଜାପାଠ ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ତଗିତାଦେଶ ଦାବି କରିଥିଲା, କିନ୍ତୁ କୋର୍ଟ ଏହି ଅନୁମତି ଦେଇନାହାଁନ୍ତି।
ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଜ୍ଞାନବାପୀ ମସଜିଦ୍‌ର କମିଟି ସଦସ୍ୟ । ବାରଣାସୀ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମୁସଲିମ ସଂପ୍ରଦାୟଙ୍କ ପକ୍ଷରୁ କୁହାଯାଇଥିଲା ଯେ ବାରାଣାସୀ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ କେତେକ ଦିଗକୁକୁ ଅଣଦେଖା କରି ରାୟ ଦେଇଥିବାରୁ ସେମାନେ ଆହ୍ଲାବାଦ ହାଇକୋର୍ଟଙ୍କ ନିକଟକୁ ଯିବେ ।
ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ଘଟିଲା ଐତିହାସିକ ଘଟଣା । ରାତି ଅଧରେ ହେଲା ପୂଜା ପାଠ, କରାଗଲା ଆଳତି । ଗତ ୩୦ ବର୍ଷ ହେଲା ଏଠାରେ ପୂଜାର୍ଚ୍ଚନା ଉପରେ ରୋକ ଲଗା ଯାଇଥିବା ବେଳେ ଗତକାଲି ବାରାଣସୀର ଗୋଟିଏ କୋର୍ଟଙ୍କ ରାୟ ପରେ ବଦଳିଛି ଦୀର୍ଘ ବର୍ଷର ନିୟମ । କିନ୍ତୁ ଏହା ଏପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଉନ୍ମକ୍ତ ହୋଇ ନାହିଁ । କୋର୍ଟଙ୍କ ରାୟ ପରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ବିଳମ୍ବିତ ରାତିରେ ଅଚାନକ ଗହଳଚହଳଳି ବଢ଼ିବାକୁ ଲାଗିଥିଲା । ରାତି ପ୍ରାୟ ୧୦ଟା ବେଳେ ବାରଣାସୀ ଜିଲ୍ଲାପାଳ ଓ ଡିଆଇଜି ଜ୍ଞାନବ୍ୟାପୀ ମସଜିଦ ପରିସରରେ ପହଞ୍ଚିଲେ । ଏହାପରେ ସେଠାରେ ଥିବା ବ୍ୟାରିକେଟକୁ ହଟାଯିବା ସହ ଜ୍ଞାନବ୍ୟାପୀ ପରିସର ବାହାରେ ପୁଲିସ୍ ସୁରକ୍ଷାକୁ ବଢ଼ାଇ ଦିଆଯାଇଥିଲା । ଏହି ସମୟରେ ଜ୍ଞାନବ୍ୟାପି ମସଜିଦ ବାହାରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ରାତି ପ୍ରାୟ ୨ଟା ବେଳେ ଉଭୟଜିଲ୍ଲାପାଳ ଓ ଡିଆଇଜି ବାହାରକୁ ଆସି କୋର୍ଟଙ୍କ ନିୟମର ଅନୁପାଳନ କରାଯାଇ ପୂଜାର୍ଚ୍ଚନା କରାଯାଇଥିବା ସୂଚନା ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାସ୍ତା ପ୍ରସ୍ତୁତ ସହ ବ୍ୟାରିକେଟ ହଟାଯିବା ସହ ସୁରକ୍ଷାର ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ପୁଲିସ୍ କମିଶନର ଅଶୋକ ମୁଥା ଜୈନ ସୂଚନା ଦେଇଥିଲେ । ଏହି ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରାଯାଇଛି । କେବିଏମ୍ ଟ୍ରଷ୍ଟର ପୂଜାରୀଙ୍କ ଦ୍ୱାରା ମୂର୍ତ୍ତି ସ୍ଥାପନ କରାଯିବା ପରେ ଶୟନ ଆଳତି କରାଯାଇଛି । ଏଥିସହ ଅଖଣ୍ଡଜ୍ୟୋତି ବି ପ୍ରଜ୍ୱଳନ କରାଯାଇଛି । ଏବେଠୁ ପ୍ରତିଦିନ ସକାଳେ ମଙ୍ଗଳ ଆଳଳି, ଭୋର ଆଳତି ଓ ସନ୍ଧ୍ୟା ଆଳତି ସହ ଶୟନ ଆଳତି ବି କରାଯିବ । ଅଦାଲତ ଦ୍ୱାରା ଏପରି ଐତିହାସିକ ରାୟ ଆସିବା ପରେ ଆଇନଜୀବୀ ସୋହନ ଲାଲ ଆର୍ଯ୍ୟ କହିଛନ୍ତି, ଆଜି ଆମେ ବହୁତ ଗର୍ବିତ ଅନୁଭବ କରୁଛୁ । ଅଦାଲତଙ୍କ ନିର୍ଦ୍ଦେଶ ପରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ପୂଜାର୍ଚ୍ଚନା ବ୍ୟବସ୍ଥିତ ହୋଇ ଯାଇଛି । କିନ୍ତୁ ଏହା ଏପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ହୋଇ ନାହିଁ । ଯେଉଁ ତହଖାନେରେ ପୂଜାର୍ଚ୍ଚନା ପାଇଁ ଅନୁମତି ମିଳିଛି, ତାହା ନନ୍ଦୀ ଭଗବାନଙ୍କ ଠିକ୍ ସାମନାରେ ରହିଛି । ବ୍ୟାସଜୀତହଖାନେରେ ପୂଜା ଅଧିକାର ପାଇବା ପାଇଁ ମାମଲା କରାଯାଇଥିଲା । ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି ସେପରି ପୂଜାର୍ଚ୍ଚନା କରିବା ପାଇଁ ୫ ମହିଳା ୧୮ ଅଗଷ୍ଟ ୨୦୨୧ରେ ବାରଣାସୀ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ । ଏପରି କି ମସଜିଦ ବାହ୍ୟ କାନ୍ଥରେ ଶୋଭା ପାଉଥିବା ହିନ୍ଦୁ ଦେବାଦେବୀଙ୍କ ନିୟମିତ ପୂଜାର୍ଚ୍ଚନା ପାଇଁ ମଧ୍ୟ ଅନୁମତି ଦେବାକୁ ସେମାନେ କହିଥିଲେ ।ଜ୍ଞାନବ୍ୟାପୀ ମସଜିଦ୍ ଥିବା ସ୍ଥାନରେ ପୂର୍ବରୁ ମନ୍ଦିର ଥିବା ଦାବି କରି ଆସୁଛି ହିନ୍ଦୁ ପକ୍ଷ । ଏନେଇ ମାମଲା ମଧ୍ୟ ହୋଇଥିଲା । ବାରାଣସୀ କୋର୍ଟ ଏହାର ଶୁଣାଣି କରି ସର୍ଭେ ଦାୟିତ୍ୱ ଏଏସଆଇକୁ ହସ୍ତାନ୍ତର କରିଥିଲେ । କିନ୍ତୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ଏହାକୁ ଚ୍ୟାଲେଞ୍ଜ କରି ଉତ୍ତର ପ୍ରଦେଶ ହାଇକୋର୍ଟରେ ଆବେଦନ କରିଥିଲା । ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କମିଟି ।ସୁପ୍ରିମକୋର୍ଟ ସମସ୍ତ ପକ୍ଷ ଶୁଣିବା ପରେବାସ୍ତବତାକୁ ଜାଣିବା ପାଇଁଏଏସଆଇରସାଇଣ୍ଟଫିକ୍ ସର୍ଭେ ଆବଶ୍ୟକ ବୋଲିକହିଥିଲେ । ଏଥିସହ ମସଜିଦର ବେସମେଣ୍ଟକୁ ସିଲ କରି ସର୍ଭେ ପାଇଁ ଅନୁମତିଦେଇଥିଲେ ।

ଜ୍ଞାନବ୍ୟାପୀ ମାମଲାରେ ମସ୍‌ଜିଦ୍ କମିଟି ନିରାଶ
2-2-2024
ବରାଣାସୀ, ୨ ।୨ : ଜ୍ଞାନବ୍ୟାପୀ ମାମଲାରେ ମସଜିଦ୍ କମିଟି ନିରାଶ ହୋଇଛି । ଆହ୍ଲାବାଦ ହାଇକୋର୍ଟରୁ ମୁସଲିମ୍ ପକ୍ଷରୁ ବଡ଼ ଝଟକା ଲାଗିଛି । ଜ୍ଞାନବ୍ୟାପୀ ପରିସରରେ ଥିବା ବ୍ୟାସ୍ ତହଖାନାରେ ପୂଜାପାଠ ଜାରି ରହିବ । ଏହାକୁ ବିରୋଧ କରି ଜ୍ଞାନବ୍ୟାପୀ ମସଜିଦ୍ କମିଟି ଉଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ପୂଜାର୍ଚ୍ଚନା ବନ୍ଦ ରଖିବାକୁ କୋର୍ଟ ଅନୁମତି ଦେଇନାହାନ୍ତି । ଆସନ୍ତା ଫେବ୍ରୁଆରୀ ୬ ତାରିଖରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ହେବ । ଆହ୍ଲାବାଦ ହାଇକୋର୍ଟ ଆସନ୍ତା ୬ ଫେବ୍ରୁଆରୀ ପର୍ଯ୍ୟନ୍ତ ଅପିଲ୍ ସଂଶୋଧନ କରିବାକୁ ମସଜିô କମିଟିକୁ ପରାମର୍ଶ ଦେଇଛନ୍ତି । ଉଚ୍ଚ ଅଦାଲତ ଆଇନ କାନୁନ, ଆଦେଶ ଓ ବ୍ୟବସ୍ଥା ଆଦି ସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ପ୍ରାପ୍ରେଷୁ ନିଯୁକ୍‌ତି କରିବାକୁ କାହିଁକି ଏତେ ବ୍ୟାକୁଳ ବୋଲି ପ୍ରଶ୍ନ କରିଥିଲେ କୋର୍ଟ । ଏହାର ଜବାବରେ ମୁସଲିମ୍ ପକ୍ଷରୁ ଓକିଲ କହିଥିଲେ, ହିନ୍ଦୁ ପକ୍ଷକୁ ଜାନୁଆରୀ ୧୭ ତାରିଖକୁ ରିସିଭର୍ ନିଯୁକ୍ତି ପାଇଁ ବାରଣାସୀ କୋର୍ଟ ଡିଏମକୁ ଅନୁମତି ଦେଥିଲେ ଏବଂ ଏହାର ୧୪ଦିନ ପରେ ଅର୍ଥାô ଜାନୁଆରୀ ୩୧ ତାରିଖକୁ ପୂଜାପାଠ ପାଇଁ ଅନୁମତି ଦେବା ସହିତ ଆଦେଶ ପାରିତ କରିଥିଲେ । ଜାନୁଆରୀ ୩୧ ତାରିଖରେ ବାରଣାସୀ କୋର୍ଟଙ୍କ ନିଷ୍ପତ୍ତି ପରେ ଫେବ୍ରୁଆରୀ ପହିଲା ବିଳମ୍ବିତ ରାତିରେ ଜ୍ଞାନବ୍ୟାପୀ ବ୍ୟାସ୍ ତହଖାନାରେ ପୂଜାପାଠ ହୋଇଥିଲା । ସକାଳୁ ସକାଳୁ ମଧ୍ୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପୂଜା ପାଇଁ ଜ୍ଞାନବ୍ୟାପୀ ବ୍ୟାସ୍ ତହଖାନାରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଏହି ମାମଲାରେ ଡିଏମ୍ କହିଛନ୍ତି, ଜିଲ୍ଲା କୋର୍ଟଙ୍କ ଆଦେଶକୁ ଅନୁପାଳନ କରାଯାଇଛି । ପ୍ରାୟ ୩୧ବର୍ଷ ପରେ ତହଖାନାରେ ଦୀପ ଜଳିଛି ।

ପୂଜା-ଆଳତି ପରେ ଜ୍ଞାନବ୍ୟାପୀରେ ଭିଡ଼

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ ପରିସରର ତଳମହଲାରେ ପୂଜା ପାଠ ପରେ ଏବେ ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ଏବଂ ପୂଜା କରିବା ପାଇଁ ଏଠାରେ ପହଞ୍ଚିଥିବାରୁ, ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛି । ଅବଶ୍ୟ ଶ୍ରଦ୍ଧାଳୁଙ୍କୁ ତଳମହଲାର ଭିତରକୁ ପ୍ରବେଶ ଅନୁମତି ଦିଆଯାଇନାହିଁ । କେବଳ ବାହାରୁ ଦର୍ଶନ କରୁଛନ୍ତି ଲୋକେ । ସୂଚନାଥାଉକି, ଗୁରୁବାର ଠାରୁ ଜ୍ଞାନବ୍ୟାପୀ ମସଜିଦ୍‌ର ବ୍ୟାସ ଜୀ ବେସମେଣ୍ଟରେ ଗୌରୀ-ଗଣେଶଙ୍କ ପୂଜା ଅର୍ଚ୍ଚନା ପରେ ଏବେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମଳିଛି । ଗୁରୁବାର, କାଶୀ ବିଶ୍ୱନାଥ ମନ୍ଦିର ପ୍ରଶାସନ ପୂଜା କାର୍ଯ୍ୟସୂଚୀ ମଧ୍ୟ ଜାରି କରିଛନ୍ତି । ଦିନରେ ପାଞ୍ଚ ଥର ଏଠାରେ ପୂଜା-ଆଳତି ହେବ । ପ୍ରଥମ ମଙ୍ଗଳ ଆଳତି ସକାଳ ସାଢ଼େ ତିନିଟାରେ ହେବ, ଯେତେବେଳେକି ଅନ୍ତିମ ପୂଜା ରାତି ୧୦ଟାରେ ହେବ । ସୂଚନାଥାଉକି, ବୁଧବାର ବାରାଣସୀ ଜିଲ୍ଲା ଡଜ୍ ଡା. ଅଜୟ କୃଷ୍ଣ ବିଶ୍ୱେଶ ବ୍ୟାସ ପରିବାରର ସଦସ୍ୟ ଶୈଳେନ୍ଦ୍ର କୁମାର ପାଠକଙ୍କ ଯାଚିକା ଉପରେ ନିଷ୍ପତ୍ତି ଶୁଣାଇ ବ୍ୟାସଜୀ ବେସମେଣ୍ଟରେ ପୂଜା ପାଠ କରିବା ଅଧିକାର ତାଙ୍କୁ ଦେଇଥିଲା । କୋର୍ଟ ଜିଲ୍ଲା ପ୍ରଶାସନକୁ ଆଦେଶ ଦେଇଥିଲେ ଯେ, ସାତ ଦିନରେ ବ୍ୟାସ ବେସମେଣ୍ଟରେ ନିୟମିତ ପୂଜା ପାଠକୁ ନେଇ ବ୍ୟବସ୍ଥା କରାନ୍ତୁ । ଏହା ସହ ବ୍ୟାସ ପରିବାର ଏବଂ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟ ସହ ମିଶି ଏକ ପୂଜାରୀଙ୍କ ଚୟନ କରନ୍ତୁ, ସେ ସେଠାରେ ନିୟମିତ ପୂଜା ପାଠ କରିବେ ।


ଜ୍ଞାନବାପିର ବ୍ୟାସ ତେଖାନାରେ ଆରମ୍ଭ ହେଲା ପୂଜାର୍ଚ୍ଚନା ପ୍ରୟାଗରାଜ : ଜ୍ଞାନବାପି ମସଜିଦ ଉପରେ ବାରଣାସୀ ଜିଲା କୋର୍ଟ ହିନ୍ଦୁପକ୍ଷଙ୍କ ସପକ୍ଷରେ ରାୟ ଦେବା ପରେ ଶୁକ୍ରବାର ଏଠାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଜ୍ଞାନବାପିର ବ୍ୟାସ ତେଖାନାରେ ଆଜି ଭଗବାନ ଶିବ, ଗଣେଶ ଓ ହନୁମାନଙ୍କ ମୂର୍ତ୍ତ ି ସ୍ଥାପନ କରାଯାଇଛି । ହିନ୍ଦୁପକ୍ଷ ଦ୍ୱାରା ରୀତିନୀତିରେ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି । ସୂଚନାନୁସାରେ, ତେଖାନାରେ ଭଗବାନଙ୍କୁ ପାଞ୍ଚ ଥର ଆରତୀ କରାଯିବାର କାର୍ଯ୍ୟସୂଚୀ ରହିଛି । ସୂଚନାଯୋଗ୍ୟ, ଜ୍ଞାନବାପି ମସଜିଦ ତେଖାନାରେ ପୂଜା ଆରମ୍ଭ କରିବାକୁ ବାରାଣସୀ କୋର୍ଟଙ୍କ ଆଦେଶ ବିରୋଧରେ ମୁସଲିମ ପକ୍ଷର ଆବେଦନ ଉପରେ ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ହୋଇଥିଲା । ଏହି ସମୟ ମଧ୍ୟରେ ହାଇକୋର୍ଟ ପୂଜା ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଥିଲେ ଏବଂ ପରବର୍ତ୍ତୀ ଶୁଣାଣି ପାଇଁ ଫେବୃଆରୀ ୬କୁ ଦିନ ଧାର୍ଯ୍ୟ କରିଛନ୍ତି ।


ଜ୍ଞାନବାପି ମାମଲା- ଆହ୍ଲାବାଦ ଉଚ୍ଚ ଅଦାଲତରୁ ଖାଲି ହାତରେ ଫେରିଲା ମସଜିଦ୍ କମିଟି
2-2-2024
ବାରାଣସୀ: ଜ୍ଞାନବାପି ମାମଲାରେ ଆହ୍ଲାବାଦ ହାଇକୋର୍ଟରେ ଆଜି ଶୁଣାଣି ଶେଷ ହୋଇଛି ଏବଂ ଏହି ସମୟ ମଧ୍ୟରେ ମସଜିଦ କମିଟି ହାଇକୋର୍ଟଙ୍କଠାରୁ ନିରାଶ ହୋଇ ଫେରି ଆସିଛି । ପରବର୍ତ୍ତୀ ଶୁଣାଣି ଫେବୃଆରୀ 6 ରେ ହାଇକୋର୍ଟରେ ହେବ। ମସଜିଦ କମିଟି ଏହାର ଆବେଦନରେ ପୂଜାପାଠ ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ତଗିତାଦେଶ ଦାବି କରିଥିଲା, କିନ୍ତୁ କୋର୍ଟ ଏହି ଅନୁମତି ଦେଇନାହାଁନ୍ତି।
ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଜ୍ଞାନବାପୀ ମସଜିଦ୍‌ର କମିଟି ସଦସ୍ୟ । ବାରଣାସୀ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମୁସଲିମ ସଂପ୍ରଦାୟଙ୍କ ପକ୍ଷରୁ କୁହାଯାଇଥିଲା ଯେ ବାରାଣାସୀ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ କେତେକ ଦିଗକୁକୁ ଅଣଦେଖା କରି ରାୟ ଦେଇଥିବାରୁ ସେମାନେ ଆହ୍ଲାବାଦ ହାଇକୋର୍ଟଙ୍କ ନିକଟକୁ ଯିବେ ।
ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ଘଟିଲା ଐତିହାସିକ ଘଟଣା । ରାତି ଅଧରେ ହେଲା ପୂଜା ପାଠ, କରାଗଲା ଆଳତି । ଗତ ୩୦ ବର୍ଷ ହେଲା ଏଠାରେ ପୂଜାର୍ଚ୍ଚନା ଉପରେ ରୋକ ଲଗା ଯାଇଥିବା ବେଳେ ଗତକାଲି ବାରାଣସୀର ଗୋଟିଏ କୋର୍ଟଙ୍କ ରାୟ ପରେ ବଦଳିଛି ଦୀର୍ଘ ବର୍ଷର ନିୟମ । କିନ୍ତୁ ଏହା ଏପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଉନ୍ମକ୍ତ ହୋଇ ନାହିଁ । କୋର୍ଟଙ୍କ ରାୟ ପରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ବିଳମ୍ବିତ ରାତିରେ ଅଚାନକ ଗହଳଚହଳଳି ବଢ଼ିବାକୁ ଲାଗିଥିଲା । ରାତି ପ୍ରାୟ ୧୦ଟା ବେଳେ ବାରଣାସୀ ଜିଲ୍ଲାପାଳ ଓ ଡିଆଇଜି ଜ୍ଞାନବ୍ୟାପୀ ମସଜିଦ ପରିସରରେ ପହଞ୍ଚିଲେ । ଏହାପରେ ସେଠାରେ ଥିବା ବ୍ୟାରିକେଟକୁ ହଟାଯିବା ସହ ଜ୍ଞାନବ୍ୟାପୀ ପରିସର ବାହାରେ ପୁଲିସ୍ ସୁରକ୍ଷାକୁ ବଢ଼ାଇ ଦିଆଯାଇଥିଲା । ଏହି ସମୟରେ ଜ୍ଞାନବ୍ୟାପି ମସଜିଦ ବାହାରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ରାତି ପ୍ରାୟ ୨ଟା ବେଳେ ଉଭୟଜିଲ୍ଲାପାଳ ଓ ଡିଆଇଜି ବାହାରକୁ ଆସି କୋର୍ଟଙ୍କ ନିୟମର ଅନୁପାଳନ କରାଯାଇ ପୂଜାର୍ଚ୍ଚନା କରାଯାଇଥିବା ସୂଚନା ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାସ୍ତା ପ୍ରସ୍ତୁତ ସହ ବ୍ୟାରିକେଟ ହଟାଯିବା ସହ ସୁରକ୍ଷାର ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ପୁଲିସ୍ କମିଶନର ଅଶୋକ ମୁଥା ଜୈନ ସୂଚନା ଦେଇଥିଲେ । ଏହି ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରାଯାଇଛି । କେବିଏମ୍ ଟ୍ରଷ୍ଟର ପୂଜାରୀଙ୍କ ଦ୍ୱାରା ମୂର୍ତ୍ତି ସ୍ଥାପନ କରାଯିବା ପରେ ଶୟନ ଆଳତି କରାଯାଇଛି । ଏଥିସହ ଅଖଣ୍ଡଜ୍ୟୋତି ବି ପ୍ରଜ୍ୱଳନ କରାଯାଇଛି । ଏବେଠୁ ପ୍ରତିଦିନ ସକାଳେ ମଙ୍ଗଳ ଆଳଳି, ଭୋର ଆଳତି ଓ ସନ୍ଧ୍ୟା ଆଳତି ସହ ଶୟନ ଆଳତି ବି କରାଯିବ । ଅଦାଲତ ଦ୍ୱାରା ଏପରି ଐତିହାସିକ ରାୟ ଆସିବା ପରେ ଆଇନଜୀବୀ ସୋହନ ଲାଲ ଆର୍ଯ୍ୟ କହିଛନ୍ତି, ଆଜି ଆମେ ବହୁତ ଗର୍ବିତ ଅନୁଭବ କରୁଛୁ । ଅଦାଲତଙ୍କ ନିର୍ଦ୍ଦେଶ ପରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ପୂଜାର୍ଚ୍ଚନା ବ୍ୟବସ୍ଥିତ ହୋଇ ଯାଇଛି । କିନ୍ତୁ ଏହା ଏପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ହୋଇ ନାହିଁ । ଯେଉଁ ତହଖାନେରେ ପୂଜାର୍ଚ୍ଚନା ପାଇଁ ଅନୁମତି ମିଳିଛି, ତାହା ନନ୍ଦୀ ଭଗବାନଙ୍କ ଠିକ୍ ସାମନାରେ ରହିଛି । ବ୍ୟାସଜୀତହଖାନେରେ ପୂଜା ଅଧିକାର ପାଇବା ପାଇଁ ମାମଲା କରାଯାଇଥିଲା । ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି ସେପରି ପୂଜାର୍ଚ୍ଚନା କରିବା ପାଇଁ ୫ ମହିଳା ୧୮ ଅଗଷ୍ଟ ୨୦୨୧ରେ ବାରଣାସୀ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ । ଏପରି କି ମସଜିଦ ବାହ୍ୟ କାନ୍ଥରେ ଶୋଭା ପାଉଥିବା ହିନ୍ଦୁ ଦେବାଦେବୀଙ୍କ ନିୟମିତ ପୂଜାର୍ଚ୍ଚନା ପାଇଁ ମଧ୍ୟ ଅନୁମତି ଦେବାକୁ ସେମାନେ କହିଥିଲେ ।ଜ୍ଞାନବ୍ୟାପୀ ମସଜିଦ୍ ଥିବା ସ୍ଥାନରେ ପୂର୍ବରୁ ମନ୍ଦିର ଥିବା ଦାବି କରି ଆସୁଛି ହିନ୍ଦୁ ପକ୍ଷ । ଏନେଇ ମାମଲା ମଧ୍ୟ ହୋଇଥିଲା । ବାରାଣସୀ କୋର୍ଟ ଏହାର ଶୁଣାଣି କରି ସର୍ଭେ ଦାୟିତ୍ୱ ଏଏସଆଇକୁ ହସ୍ତାନ୍ତର କରିଥିଲେ । କିନ୍ତୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ଏହାକୁ ଚ୍ୟାଲେଞ୍ଜ କରି ଉତ୍ତର ପ୍ରଦେଶ ହାଇକୋର୍ଟରେ ଆବେଦନ କରିଥିଲା । ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କମିଟି ।ସୁପ୍ରିମକୋର୍ଟ ସମସ୍ତ ପକ୍ଷ ଶୁଣିବା ପରେବାସ୍ତବତାକୁ ଜାଣିବା ପାଇଁଏଏସଆଇରସାଇଣ୍ଟଫିକ୍ ସର୍ଭେ ଆବଶ୍ୟକ ବୋଲିକହିଥିଲେ । ଏଥିସହ ମସଜିଦର ବେସମେଣ୍ଟକୁ ସିଲ କରି ସର୍ଭେ ପାଇଁ ଅନୁମତିଦେଇଥିଲେ ।

ଅଯୋଧ୍ୟା ସ୍ୱପ୍ନ ପୂରା ହେବା ପରେ, କାଶୀକୁ ନେଇ ଜାଗିଲା ଆଶା । ଜ୍ଞାନବାପୀ ମନ୍ଦିର-ମସଜିଦ ବିବାଦ ମାମଲାରେ ବଡ଼ ରାୟ ଆସିଛି । ହିନ୍ଦୁ ପକ୍ଷଙ୍କୁ ପୂଜାର୍ଚ୍ଚନା ଲାଗି ଅନୁମତି ଦେଇଛନ୍ତି ବାରାଣସୀ କୋର୍ଟ । ୩ ଦଶନ୍ଧି ପରେ ପୁଣି ଥରେ ଏଠାରେ ଶୁଭିଛି ମନ୍ତ୍ରପାଠ ଓ ଭୋଗରାଗ ହୋଇଛି । ଉତ୍ତରପ୍ରଦେଶ ବାରାଣସୀ ଜ୍ଞାନବାପୀ ମସଜିଦ ପରିସରରେ ଥିବା ଦେବଦେବୀଙ୍କ ମୂର୍ତ୍ତିକୁ ପୂଜାର୍ଚ୍ଚନା ପାଇଁ ହିନ୍ଦୁ ପକ୍ଷକୁ ମିଳି ସାରିଛି ଅଧିକାର । ସେଥିପାଇଁ ୭ ଦିନ ଭିତରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ବାରାଣସୀ ଜିଲ୍ଲା କୋର୍ଟ । କାଶୀ ବିଶ୍ୱନାଥ ଟ୍ରଷ୍ଟ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପୂଜକ ଦକ୍ଷିଣ ପାର୍ଶ୍ୱ ବେସମେଣ୍ଟରେ ଥିବା ଦେବଦେବୀଙ୍କ ମୂର୍ତ୍ତିର ପୂଜାର୍ଚ୍ଚନା ଓ ଭୋଗରାଗ କରିପାରିବେ ବୋଲି ନିର୍ଦ୍ଦେଶ ରହିଛି । କୋର୍ଟଙ୍କ ଏହି ରାୟ ପରେ, ସାରା ବାରାଣସୀରେ ଖୁସିର ଲହରି । ହର ହର ମହାଦେବ ନାରାରେ ପ୍ରକଂପିତ ପରିବେଶ । ଆଉ କୋର୍ଟ ବାହାରର ଦୃଶ୍ୟ ଥିଲା କିଛି ଅଲଗା । ହିନ୍ଦୁ ପକ୍ଷ ଆଇନଜୀବୀ ଓ ଅନ୍ୟ ସାମାଜିକ କର୍ମୀ ମାନେ ଦୀର୍ଘ ଦିନର ଅଧିକାର ଫେରିପାଇବା ଖୁସିକୁ ସେଲିବ୍ରେଟ୍ କରିଥିଲେ । ବର୍ଷ ବର୍ଷ ପୂର୍ବରୁ ଯେଉଁ ଐତିହାସିକ ଭୁଲ୍ ହୋଇଥିଲା ତା’ର ସଂଶୋଧନ ହୋଇଛି । ଏହାଠୁ ବଳି ଖୁସିର କଥା କିଛି ନାହିଁ ବୋଲି କହିଛନ୍ତି ବାରାଣସୀବାସୀ । ସେପଟେ ମୁସଲିମ ପକ୍ଷ ଏହି ରାୟକୁ ଚାଲେଞ୍ଜ କରି ଅହ୍ଲାବାଦ ହାଇକୋର୍ଟ ଯାଇଥିଲେ । ଜ୍ଞାନବାପୀ ବାହାରୁ ମସଜିଦ ଲାଗୁଥିଲେ ବି, ଏଠି ସୁସ୍ପଷ୍ଟ ମନ୍ଦିରର ସ୍ଥିତି । ଦାବି ହୁଏ ସପ୍ତଦଶ ଶତାବ୍ଦୀରେ ଔରଙ୍ଗଜେବ୍ ଦ୍ୱାରା କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଥିବା ବିଶ୍ୱେଶ୍ୱର ମନ୍ଦିରକୁ ଭାଙ୍ଗି ମସଜିଦ୍ ନିର୍ମାଣ କରାଯାଇଥିଲା । ଜ୍ଞାନବାପୀ ପରିସରରରେ ଏବେ ବି ମନ୍ଦିରର ଭଗ୍ନାବଶେଷ ରହିଛି । କାନ୍ଥରେ ଶୃଙ୍ଗାର ଗୌରୀ, ଗଣେଶ, ହନୁମାନ, ନନ୍ଦି ଆଦି ଦେବଦେବୀଙ୍କର ମୂର୍ତ୍ତି ରହିଛି । ବର୍ଷକୁ ଥରେ ଏଠାରେ ପୂଜାର୍ଚ୍ଚନା ହୋଇଥାଏ । ତେବେ ଦୈନିକ ପୂଜାର୍ଚ୍ଚନା ଅନୁମତି ଦାବିରେ ବାରଣାସୀ କୋର୍ଟରେ ଆବେଦନ ହେବା ପରେ, ଏହା ଦୀର୍ଘ ବର୍ଷ ଧରି ଆଇନଗତ ପ୍ରକ୍ରିୟାରେ ଛନ୍ଦି ହୋଇ ରହିଥିଲା । ଜ୍ଞାନବାପୀ ପରିସରର ଭିଡିଓ ସର୍ଭେ ପାଇଁ ବାରାଣସୀ କୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ମୁସଲିମ ପକ୍ଷ ସୁପ୍ରିମକୋର୍ଟକୁ ଯାଇଥିଲେ ମଧ୍ୟ, ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା ।
ବାରାଣସୀ ଜିଲ୍ଲା ଓ ସେସନ ଜଜ୍‌ ଡକ୍ଟର ଅଜୟ କ୍ରିଷ୍ଣା ବିଶ୍ୱେଶାଙ୍କ ଶେଷ ରାୟ- ଜ୍ଞାନବାପିରେ ପୂଜାର୍ଚ୍ଚନା ପାଇଁ ଅନୁମତି
1-2-2023
ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ଘଟିଲା ଐତିହାସିକ ଘଟଣା । ରାତି ଅଧରେ ହେଲା ପୂଜା ପାଠ, କରାଗଲା ଆଳତି । ଗତ ୩୦ ବର୍ଷ ହେଲା ଏଠାରେ ପୂଜାର୍ଚ୍ଚନା ଉପରେ ରୋକ ଲଗା ଯାଇଥିବା ବେଳେ ଗତକାଲି ବାରାଣସୀର ଗୋଟିଏ କୋର୍ଟଙ୍କ ରାୟ ପରେ ବଦଳିଛି ଦୀର୍ଘ ବର୍ଷର ନିୟମ । କିନ୍ତୁ ଏହା ଏପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଉନ୍ମକ୍ତ ହୋଇ ନାହିଁ । କୋର୍ଟଙ୍କ ରାୟ ପରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ଗତକାଲି ବିଳମ୍ବିତ ରାତିରେ ଅଚାନକ ଗହଳଚହଳଳି ବଢ଼ିବାକୁ ଲାଗିଥିଲା । ରାତି ପ୍ରାୟ ୧୦ଟା ବେଳେ ବାରଣାସୀ ଜିଲ୍ଲାପାଳ ଓ ଡିଆଇଜି ଜ୍ଞାନବ୍ୟାପୀ ମସଜିଦ ପରିସରରେ ପହଞ୍ଚିଲେ । ଏହାପରେ ସେଠାରେ ଥିବା ବ୍ୟାରିକେଟକୁ ହଟାଯିବା ସହ ଜ୍ଞାନବ୍ୟାପୀ ପରିସର ବାହାରେ ପୁଲିସ୍ ସୁରକ୍ଷାକୁ ବଢ଼ାଇ ଦିଆଯାଇଥିଲା । ଏହି ସମୟରେ ଜ୍ଞାନବ୍ୟାପି ମସଜିଦ ବାହାରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ରାତି ପ୍ରାୟ ୨ଟା ବେଳେ ଉଭୟଜିଲ୍ଲାପାଳ ଓ ଡିଆଇଜି ବାହାରକୁ ଆସି କୋର୍ଟଙ୍କ ନିୟମର ଅନୁପାଳନ କରାଯାଇ ପୂଜାର୍ଚ୍ଚନା କରାଯାଇଥିବା ସୂଚନା ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାସ୍ତା ପ୍ରସ୍ତୁତ ସହ ବ୍ୟାରିକେଟ ହଟାଯିବା ସହ ସୁରକ୍ଷାର ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ପୁଲିସ୍ କମିଶନର ଅଶୋକ ମୁଥା ଜୈନ ସୂଚନା ଦେଇଥିଲେ । ଏହି ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରାଯାଇଛି । କେବିଏମ୍ ଟ୍ରଷ୍ଟର ପୂଜାରୀଙ୍କ ଦ୍ୱାରା ମୂର୍ତ୍ତି ସ୍ଥାପନ କରାଯିବା ପରେ ଶୟନ ଆଳତି କରାଯାଇଛି । ଏଥିସହ ଅଖଣ୍ଡଜ୍ୟୋତି ବି ପ୍ରଜ୍ୱଳନ କରାଯାଇଛି । ଏବେଠୁ ପ୍ରତିଦିନ ସକାଳେ ମଙ୍ଗଳ ଆଳଳି, ଭୋର ଆଳତି ଓ ସନ୍ଧ୍ୟା ଆଳତି ସହ ଶୟନ ଆଳତି ବି କରାଯିବ । ଅଦାଲତ ଦ୍ୱାରା ଏପରି ଐତିହାସିକ ରାୟ ଆସିବା ପରେ ଆଇନଜୀବୀ ସୋହନ ଲାଲ ଆର୍ଯ୍ୟ କହିଛନ୍ତି, ଆଜି ଆମେ ବହୁତ ଗର୍ବିତ ଅନୁଭବ କରୁଛୁ । ଅଦାଲତଙ୍କ ନିର୍ଦ୍ଦେଶ ପରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ପୂଜାର୍ଚ୍ଚନା ବ୍ୟବସ୍ଥିତ ହୋଇ ଯାଇଛି । କିନ୍ତୁ ଏହା ଏପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ହୋଇ ନାହିଁ । ଯେଉଁ ତହଖାନେରେ ପୂଜାର୍ଚ୍ଚନା ପାଇଁ ଅନୁମତି ମିଳିଛି, ତାହା ନନ୍ଦୀ ଭଗବାନଙ୍କ ଠିକ୍ ସାମନାରେ ରହିଛି । ବ୍ୟାସଜୀତହଖାନେରେ ପୂଜା ଅଧିକାର ପାଇବା ପାଇଁ ମାମଲା କରାଯାଇଥିଲା । ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି ସେପରି ପୂଜାର୍ଚ୍ଚନା କରିବା ପାଇଁ ୫ ମହିଳା ୧୮ ଅଗଷ୍ଟ ୨୦୨୧ରେ ବାରଣାସୀ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ । ଏପରି କି ମସଜିଦ ବାହ୍ୟ କାନ୍ଥରେ ଶୋଭା ପାଉଥିବା ହିନ୍ଦୁ ଦେବାଦେବୀଙ୍କ ନିୟମିତ ପୂଜାର୍ଚ୍ଚନା ପାଇଁ ମଧ୍ୟ ଅନୁମତି ଦେବାକୁ ସେମାନେ କହିଥିଲେ ।ଜ୍ଞାନବ୍ୟାପୀ ମସଜିଦ୍ ଥିବା ସ୍ଥାନରେ ପୂର୍ବରୁ ମନ୍ଦିର ଥିବା ଦାବି କରି ଆସୁଛି ହିନ୍ଦୁ ପକ୍ଷ । ଏନେଇ ମାମଲା ମଧ୍ୟ ହୋଇଥିଲା । ବାରାଣସୀ କୋର୍ଟ ଏହାର ଶୁଣାଣି କରି ସର୍ଭେ ଦାୟିତ୍ୱ ଏଏସଆଇକୁ ହସ୍ତାନ୍ତର କରିଥିଲେ । କିନ୍ତୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ଏହାକୁ ଚ୍ୟାଲେଞ୍ଜ କରି ଉତ୍ତର ପ୍ରଦେଶ ହାଇକୋର୍ଟରେ ଆବେଦନ କରିଥିଲା । ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କମିଟି ।ସୁପ୍ରିମକୋର୍ଟ ସମସ୍ତ ପକ୍ଷ ଶୁଣିବା ପରେବାସ୍ତବତାକୁ ଜାଣିବା ପାଇଁଏଏସଆଇରସାଇଣ୍ଟଫିକ୍ ସର୍ଭେ ଆବଶ୍ୟକ ବୋଲିକହିଥିଲେ । ଏଥିସହ ମସଜିଦରବେସମେଣ୍ଟକୁ ସିଲ କରି ସର୍ଭେ ପାଇଁ ଅନୁମତିଦେଇଥିଲେ ।

ବାରାଣାସୀ ଜିଲ୍ଲା ଅଦାଲତଙ୍କ ବଡ ନିଷ୍ପତ୍ତି-ଜ୍ଞାନବାପୀ ପରିସରରେ ହିନ୍ଦୁଙ୍କର ପୂଜା ଆରମ୍ଭ
ବୁଧବାର ଦିନ ଜ୍ଞାନବାପୀ ମାମଲାରେ ହିନ୍ଦୁ ପକ୍ଷ ଏକ ବଡ଼ ବିଜୟ ହାସଲ କରିଛି। ବାରାଣାସୀ ଜିଲ୍ଲା ଅଦାଲତ ହିନ୍ଦୁ ପକ୍ଷଙ୍କୁ ପୂଜା କରିବାର ଅଧିକାର ଦେଇଛନ୍ତି। ବାରାଣାସୀ ଜିଲ୍ଲା ଜଜ୍ ଡକ୍ଟର ଅଜୟ କୃଷ୍ଣ ବିଶ୍ୱେଶଙ୍କ ବେଞ୍ଚରେ ଶୁଣାଣି ବେଳେ ଉଭୟ ପକ୍ଷର ଯୁକ୍ତି ମଙ୍ଗଳବାର ଶେଷ ହୋଇଛି। ଯାହା ପରେ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି।
ମାମଲାର ଶୁଣାଣି ବେଳେ କୋର୍ଟ ଜିଲ୍ଲା ପ୍ରଶାସନକୁ ଭକ୍ତଙ୍କ ପୂଜାର୍ଚ୍ଚନା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେବା ସହ ଏଥିପାଇଁ ଜଣେ ପୂଜାରୀ ମନୋନୀତ କରିବାକୁ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟକୁ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁ ପକ୍ଷ ପକ୍ଷରୁ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଗଣମାଧ୍ୟମକୁ କହିଛନ୍ତି ଯେ ‘ହିନ୍ଦୁ ପକ୍ଷକୁ ବ୍ୟାସ କା ତେଖାନାରେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦିଆଯାଇଛି। ୭ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନକୁ ଏଥିପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ। ଏବେ ସମସ୍ତଙ୍କର ପୂଜା କରିବାର ଅଧିକାର ରହିବ’।
ଏଣିକି ଏଠାରେ ଦୈନନ୍ଦିନ ପୂଜାର୍ଚ୍ଚନା ହେବ । କାଶୀ ବିଶ୍ବନାଥ ଟ୍ରଷ୍ଟ ବୋର୍ଡ ତରଫରୁ ପୁଜା କରାଯିବ । ୩୦ ବର୍ଷ ଭିତରେ ନ୍ୟାୟ ମିଳିଥିବାରୁ ଏହା ବଡ ବିଜୟ ବୋଲି କହିଛନ୍ତି ହିନ୍ଦୁ ପକ୍ଷ । ନଭେମ୍ବର ୧୯୯୩ ପର୍ଯ୍ୟନ୍ତ ଏଠାରେ ପୁଜାର୍ଚ୍ଚନା କରାଯାଉଥିଲା । ବାରଣାସୀର ଜ୍ଞାନବ୍ୟାପୀ ପରିସର ସ୍ଥିତ ବ୍ୟାସ ବେସମେଣ୍ଟରେ ପୂଜା ଅଧିକାର ଦେବା ଦାବିରେ ଶୈଳେନ୍ଦ୍ର କୁମାର ପାଠକଙ୍କ ଯାଚିକାରେ ଗତକାଲି ଶୁଣାଣି ପରେ କୋର୍ଟଙ୍କ ଆଦେଶ ସୁରକ୍ଷିତ ରଖାଯାଇଥିଲା । ଏନେଇ ଆଜି ଶୁଣାଣି ହୋଇଛି ।




ଜ୍ଞାନବାପି ପରିସରରୁ ମିଳିଛି 55 ହିନ୍ଦୁ ଦେବତା ମୂର୍ତ୍ତି
28-1-2024

ନୂଆଦିଲ୍ଲୀ : ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ(ଏଏସଆଇ) ଦ୍ୱାରା କରାଯାଇଥିବା ସର୍ଭେ ସମୟରେ ଜିଆନଭାପି ମସଜିଦ ପରିସରରେ ମୋଟ ୫୫ ଟି ପଥର ମୂର୍ତ୍ତି ରହିଛି । ସେଥିମଧ୍ୟରେ ୧୫ ଟି “ଶିବ ଲିଙ୍ଗ”, ତିନୋଟି ବିଷ୍ଣୁ ମୂର୍ତ୍ତି, ତିନୋଟି “ଗଣେଶ”, ଦୁଇଟି “ନନ୍ଦୀ”, ଦୁଇଟି “କୃଷ୍ଣ” ଏବଂ ପାଞ୍ଚଟି “ହନୁମାନ” ବୋଲି ଏଏସଆଇ ରିପୋର୍ଟରେ ଦର୍ଶାଯାଇଛି । ମସଜିଦ “ଏକ ହିନ୍ଦୁ ମନ୍ଦିରର ପୂର୍ବ-ସଂରଚନା ଉପରେ ନିର୍ମିତ ହୋଇଛି କି ନାହିଁ” ତାହା ଜାଣିବା ପାଇଁ ବାରାଣାସୀ ଜିଲା କୋର୍ଟ ଦ୍ୱାରା ଦିଆଯାଇଥିବା ଏଏସଆଇ ସର୍ଭେ କରି ସୂଚନା ଦେଇଛି ଯେ ୧୭ ତମ ଶତାବ୍ଦୀରେ ଔରାଙ୍ଗଜେବଙ୍କ ଶାସନ କାଳରେ ଏକ ମନ୍ଦିର ନଷ୍ଟ ହୋଇଯାଇଥିବା ଜଣାପଡିଛି । ଏବଂ ଏହାର ଏକ ଅଂଶ… ବିଦ୍ୟମାନ ସଂରଚନାରେ ପରିବର୍ତ୍ତିତ ଏବଂ ପୁନଃ ବ୍ୟବହାର କରାଯାଇଛି । ଏଏସଆଇ ରିପୋର୍ଟ ଚାରୋଟି ଭଲ୍ୟୁମରେ ରହିଛି । ଏହାର ନକଲ କୋର୍ଟ ଦ୍ୱାରା ହିନ୍ଦୁ ଏବଂ ମୁସଲମାନ ମକଦ୍ଦମାକାରୀଙ୍କୁ ହସ୍ତାନ୍ତର କରାଯିବା ପରେ ଗୁରୁବାର ସାର୍ବଜନୀନ କରାଯାଇଥିଲା । ଭଲ୍ୟୁମ୍‌-୩ ଅନୁଯାୟୀ, ଏଏସଆଇ ସର୍ଭେ ସମୟରେ ଗୋଟିଏ “ମାକରା” ପଥର ମୂର୍ତ୍ତି, ଗୋଟିଏ “ଦ୍ୱାରପାଳ”, ଗୋଟିଏ “ଆପାସମାରା ପୁରଷା”, ଗୋଟିଏ “ଭୋଟିଭ୍ ଶ୍ରୀକ୍ଷେତ୍ର”, ୧୪ “ଖଣ୍ଡ” ଏବଂ ସାତୋଟି “ବିବିଧ” ପଥର ମୂର୍ତ୍ତି ମଧ୍ୟ ମିଳିଥିଲା । ସେହିପରି ୫୫ ଟି ପଥର ମୂର୍ତ୍ତି, ୨୧ ଟି ଘରୋଇ ସାମଗ୍ରୀ, ପାଞ୍ଚଟି “ଲେଖା ସ୍ଲାବ” ଏବଂ ୧୭୬ “ସ୍ଥାପତ୍ୟ ସଦସ୍ୟ” ସମେତ ମୋଟ ୨୫୯ “ପଥର ବସ୍ତୁ” ମିଳିଲା । ସର୍ଭେ ସମୟରେ ସମୁଦାୟ ୨୭ ଟେରାକୋଟା ବସ୍ତୁ, ୨୩ ଟେରାକୋଟା ମୂର୍ତ୍ତି (ଦୁଇଟି ଦେବତା ଏବଂ ଦେବୀ, ୧୮ ମାନବ ମୂର୍ତ୍ତି ଏବଂ ତିନୋଟି ପଶୁ ମୂର୍ତ୍ତି) ମଧ୍ୟ ମିଳିଥିଲା ଏବଂ ଅଧ୍ୟୟନ କରାଯାଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି । ସର୍ଭେ ସମୟରେ ସମୁଦାୟ ୧୧୩ ଧାତୁ ବସ୍ତୁ ଏବଂ ୯୩ ମୁଦ୍ରା – ଇଷ୍ଟ ଇଣ୍ଡିଆ କମ୍ପାନୀର ୪୦ ଟି, ୨୧ ଭିକ୍ଟୋରିଆ ରାଣୀ ମୁଦ୍ରା ଏବଂ ତିନୋଟି ଶାହା ଆଲାମ ବାଦଶାହ-୨ ମୁଦ୍ରା ମିଳିଥିଲା ଏବଂ ଅଧ୍ୟୟନ କରାଯାଇଥିଲା । ସର୍ଭେ ସମୟରେ ଉଦ୍ଧାର ହୋଇଥିବା ସମସ୍ତ ବସ୍ତୁ ପରେ ବାରାଣାସୀ ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା ଯାହା ସେମାନଙ୍କୁ ସଂରକ୍ଷଣ କରିଛି । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ କୃଷ୍ଣଙ୍କର ଗୋଟିଏ ମୂର୍ତ୍ତି ବାଲୁକା ପଥରରେ ନିର୍ମିତ ଏବଂ ମଧ୍ୟଯୁଗୀୟ ସମୟର ଅଟେ । ଏହା ସେଲଟର ଏସ୨ ର ପୂର୍ବ ପାର୍ଶ୍ୱରେ ମିଳିଥିଲା ଏବଂ ଏହାର ଆକାର ହେଉଛି: ଉଚ୍ଚତା ୧୫ ସେମି, ମୋଟେଇ ୮ ସେମି ଏବଂ ମୋଟା ୫ ସେମି ରହିଛି ।
ବାରାଣସୀ ଜିଲ୍ଲା ଓ ସେସନ ଜଜ୍‌ ଡକ୍ଟର ଅଜୟ କ୍ରିଷ୍ଣା ବିଶ୍ୱେଶାଙ୍କ ଶେଷ ରାୟ- ଜ୍ଞାନବାପିରେ ପୂଜାର୍ଚ୍ଚନା ପାଇଁ ଅନୁମତି
1-2-2023
ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ଘଟିଲା ଐତିହାସିକ ଘଟଣା । ରାତି ଅଧରେ ହେଲା ପୂଜା ପାଠ, କରାଗଲା ଆଳତି । ଗତ ୩୦ ବର୍ଷ ହେଲା ଏଠାରେ ପୂଜାର୍ଚ୍ଚନା ଉପରେ ରୋକ ଲଗା ଯାଇଥିବା ବେଳେ ଗତକାଲି ବାରାଣସୀର ଗୋଟିଏ କୋର୍ଟଙ୍କ ରାୟ ପରେ ବଦଳିଛି ଦୀର୍ଘ ବର୍ଷର ନିୟମ । କିନ୍ତୁ ଏହା ଏପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଉନ୍ମକ୍ତ ହୋଇ ନାହିଁ । କୋର୍ଟଙ୍କ ରାୟ ପରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ଗତକାଲି ବିଳମ୍ବିତ ରାତିରେ ଅଚାନକ ଗହଳଚହଳଳି ବଢ଼ିବାକୁ ଲାଗିଥିଲା । ରାତି ପ୍ରାୟ ୧୦ଟା ବେଳେ ବାରଣାସୀ ଜିଲ୍ଲାପାଳ ଓ ଡିଆଇଜି ଜ୍ଞାନବ୍ୟାପୀ ମସଜିଦ ପରିସରରେ ପହଞ୍ଚିଲେ । ଏହାପରେ ସେଠାରେ ଥିବା ବ୍ୟାରିକେଟକୁ ହଟାଯିବା ସହ ଜ୍ଞାନବ୍ୟାପୀ ପରିସର ବାହାରେ ପୁଲିସ୍ ସୁରକ୍ଷାକୁ ବଢ଼ାଇ ଦିଆଯାଇଥିଲା । ଏହି ସମୟରେ ଜ୍ଞାନବ୍ୟାପି ମସଜିଦ ବାହାରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ରାତି ପ୍ରାୟ ୨ଟା ବେଳେ ଉଭୟଜିଲ୍ଲାପାଳ ଓ ଡିଆଇଜି ବାହାରକୁ ଆସି କୋର୍ଟଙ୍କ ନିୟମର ଅନୁପାଳନ କରାଯାଇ ପୂଜାର୍ଚ୍ଚନା କରାଯାଇଥିବା ସୂଚନା ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାସ୍ତା ପ୍ରସ୍ତୁତ ସହ ବ୍ୟାରିକେଟ ହଟାଯିବା ସହ ସୁରକ୍ଷାର ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ପୁଲିସ୍ କମିଶନର ଅଶୋକ ମୁଥା ଜୈନ ସୂଚନା ଦେଇଥିଲେ । ଏହି ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରାଯାଇଛି । କେବିଏମ୍ ଟ୍ରଷ୍ଟର ପୂଜାରୀଙ୍କ ଦ୍ୱାରା ମୂର୍ତ୍ତି ସ୍ଥାପନ କରାଯିବା ପରେ ଶୟନ ଆଳତି କରାଯାଇଛି । ଏଥିସହ ଅଖଣ୍ଡଜ୍ୟୋତି ବି ପ୍ରଜ୍ୱଳନ କରାଯାଇଛି । ଏବେଠୁ ପ୍ରତିଦିନ ସକାଳେ ମଙ୍ଗଳ ଆଳଳି, ଭୋର ଆଳତି ଓ ସନ୍ଧ୍ୟା ଆଳତି ସହ ଶୟନ ଆଳତି ବି କରାଯିବ । ଅଦାଲତ ଦ୍ୱାରା ଏପରି ଐତିହାସିକ ରାୟ ଆସିବା ପରେ ଆଇନଜୀବୀ ସୋହନ ଲାଲ ଆର୍ଯ୍ୟ କହିଛନ୍ତି, ଆଜି ଆମେ ବହୁତ ଗର୍ବିତ ଅନୁଭବ କରୁଛୁ । ଅଦାଲତଙ୍କ ନିର୍ଦ୍ଦେଶ ପରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ପୂଜାର୍ଚ୍ଚନା ବ୍ୟବସ୍ଥିତ ହୋଇ ଯାଇଛି । କିନ୍ତୁ ଏହା ଏପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ହୋଇ ନାହିଁ । ଯେଉଁ ତହଖାନେରେ ପୂଜାର୍ଚ୍ଚନା ପାଇଁ ଅନୁମତି ମିଳିଛି, ତାହା ନନ୍ଦୀ ଭଗବାନଙ୍କ ଠିକ୍ ସାମନାରେ ରହିଛି । ବ୍ୟାସଜୀତହଖାନେରେ ପୂଜା ଅଧିକାର ପାଇବା ପାଇଁ ମାମଲା କରାଯାଇଥିଲା । ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି ସେପରି ପୂଜାର୍ଚ୍ଚନା କରିବା ପାଇଁ ୫ ମହିଳା ୧୮ ଅଗଷ୍ଟ ୨୦୨୧ରେ ବାରଣାସୀ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ । ଏପରି କି ମସଜିଦ ବାହ୍ୟ କାନ୍ଥରେ ଶୋଭା ପାଉଥିବା ହିନ୍ଦୁ ଦେବାଦେବୀଙ୍କ ନିୟମିତ ପୂଜାର୍ଚ୍ଚନା ପାଇଁ ମଧ୍ୟ ଅନୁମତି ଦେବାକୁ ସେମାନେ କହିଥିଲେ ।ଜ୍ଞାନବ୍ୟାପୀ ମସଜିଦ୍ ଥିବା ସ୍ଥାନରେ ପୂର୍ବରୁ ମନ୍ଦିର ଥିବା ଦାବି କରି ଆସୁଛି ହିନ୍ଦୁ ପକ୍ଷ । ଏନେଇ ମାମଲା ମଧ୍ୟ ହୋଇଥିଲା । ବାରାଣସୀ କୋର୍ଟ ଏହାର ଶୁଣାଣି କରି ସର୍ଭେ ଦାୟିତ୍ୱ ଏଏସଆଇକୁ ହସ୍ତାନ୍ତର କରିଥିଲେ । କିନ୍ତୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ଏହାକୁ ଚ୍ୟାଲେଞ୍ଜ କରି ଉତ୍ତର ପ୍ରଦେଶ ହାଇକୋର୍ଟରେ ଆବେଦନ କରିଥିଲା । ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କମିଟି ।ସୁପ୍ରିମକୋର୍ଟ ସମସ୍ତ ପକ୍ଷ ଶୁଣିବା ପରେବାସ୍ତବତାକୁ ଜାଣିବା ପାଇଁଏଏସଆଇରସାଇଣ୍ଟଫିକ୍ ସର୍ଭେ ଆବଶ୍ୟକ ବୋଲିକହିଥିଲେ । ଏଥିସହ ମସଜିଦରବେସମେଣ୍ଟକୁ ସିଲ କରି ସର୍ଭେ ପାଇଁ ଅନୁମତିଦେଇଥିଲେ ।





ଜ୍ଞାନବାପି ମସ୍‌ଜିଦ୍ ଉପରେ ବାରଣସୀ କୋର୍ଟଙ୍କ ବଡ ନିଷ୍ପତ୍ତି ସାର୍ବଜନୀନ ହେବ ଏଏସ୍‌ଆଇ ସର୍ଭେ ରିପୋର୍ଟ

25-1-2024

https://www.facebook.com/viswasambadkendraodisha/posts/pfbid0377F4WWPyhFHH8wTarX2ySPvzdqX9ajMtF9TR6J6nLhZSV9Cmmc3MnYA37HFU1RzDl

ଜ୍ଞାନବାପି ମସ୍‌ଜିଦ୍ ଉପରେ ବାରଣସୀ କୋର୍ଟଙ୍କ ବଡ ନିଷ୍ପତ୍ତି ସାର୍ବଜନୀନ ହେବ ଏଏସ୍‌ଆଇ ସର୍ଭେ ରିପୋର୍ଟ
ବାରାଣସୀ : ଜ୍ଞାନବାପି ମସ୍‌ଜିଦ୍ ଉପରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ)ର ସର୍ଭେ ରିପୋର୍ଟ ସମସ୍ତ ପକ୍ଷକୁ ଦିଆଯିବ । ଏନେଇ ଫାଷ୍ଟ ଟ୍ରାକ୍ କୋର୍ଟ ନିଷ୍ପତ୍ତି ନେଇଛନ୍ତି । ତେବେ ବର୍ତ୍ତମାନ ଏହି ନକଲ ସାର୍ବଜନୀନ ହେବ ନାହିଁ । ସନ୍ଧ୍ୟାରେ କୋର୍ଟ ଆଦେଶ ଦେବା ପରେ ପକ୍ଷମାନଙ୍କୁ କୋର୍ଟରେ ଆବେଦନ କରିବାକୁ ପଡ଼ିବ । ଏହାପରେ ସେମାନଙ୍କୁ ସର୍ଭେ ରିପୋର୍ଟର ଏକ ଫଟୋକପି ଦିଆଯିବ । ନିକଟରେ ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଅବସ୍ଥିତ ଜ୍ଞାନବାପି ମସ୍‌ଜିଦରେ ଏଏସ୍‌ଆଇର ସର୍ଭେ କରାଯାଇଥିଲା । ଏହାପରେ ଏହି ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରାଯାଇଥିଲା । ଏ ସମ୍ପର୍କରେ ବାରାଣସୀ କୋର୍ଟରେ ଶୁଣାଣି ହୋଇଥିଲା, ଯେଉଁଥିରେ ରିପୋର୍ଟ ସମସ୍ତ ପକ୍ଷକୁ ଦିଆଯିବ ବୋଲି କୋର୍ଟ କହିଛନ୍ତି । ଏଏସ୍‌ଆଇ ଦିନକ ପୂର୍ବରୁ ଫାଷ୍ଟ ଟ୍ରାକ କୋର୍ଟରେ ରିପୋର୍ଟ ଦାଖଲ କରିଥିଲା । ଏହି ରିପୋର୍ଟ ସିଭିଲ ଜଜ ସିନିୟର ଡିଭିଜନ ଫାଷ୍ଟ ଟ୍ରାକ କୋର୍ଟରେ ଦାଖଲ କରାଯାଇଥିଲା । ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହି ସର୍ଭେ ରିପୋର୍ଟ ଦାଖଲ କରାଯାଇଥିଲା । ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହା ସ୍ପଷ୍ଟ ହୋଇଛି ଯେ ରିପୋର୍ଟ ସମସ୍ତ ପକ୍ଷଙ୍କୁ ଦିଆଯିବ । ତେବେ ଏହି ସର୍ଭେ ରିପୋର୍ଟକୁ ସାର୍ବଜନୀନ କରିବା ପ୍ରକ୍ରିୟା ଏକ ସପ୍ତାହରୁ ଅଧିକ ସମୟ ନେବ ବୋଲି ଆଶା କରାଯାଉଛି ।
May be an image of the Charminar, temple and castle
See Insights and Ads
Like
Comment
Share



 ଏପର୍ଯ୍ୟନ୍ତ ଦର୍ଶନ କଲେଣି ୧୩ କୋଟି ଭକ୍ତ

 ବାରଣାସୀ: ଉତ୍ତରପ୍ରଦେଶ ବାରଣାସୀର କାଶୀ ବିଶ୍ୱନାଥ ଧାମ ଦେଶର ପ୍ରମୁଖ ଶୈବ କ୍ଷେତ୍ର ମଧ୍ୟରେ ଅନ୍ୟତମ । ତେବେ ଗତ ୨ ବର୍ଷ ହେଲା କରିଡର ନିର୍ମାଣ ପରଠାରୁ ଶୈବ କ୍ଷେତ୍ରକୁ ଭକ୍ତଙ୍କ ଆଗମନ ବଢିଛି । ଗତ ଦୁଇ ବର୍ଷରେ ତୀର୍ଥ କ୍ଷେତ୍ର ୧୨.୯୨ କୋଟି ଭକ୍ତଙ୍କୁ ଆକର୍ଶିତ କରିଛି । ବିସ୍ତାରିତ କାଶୀ ବିଶ୍ୱନାଥ ଧାମ କରିଡର ୧୩ ଡିସେମ୍ବର ୨୦୨୧ରେ ଉଦଘାଟିତ ହୋଇଥିଲା । ଚଳିତବର୍ଷ ଡିସେମ୍ବର ୧୩ ତାରିଖ ବେଳକୁ ତୀର୍ଥ କ୍ଷେତ୍ରକୁ ୧୩ କୋଟିରୁ ଅଧିକ ଭକ୍ତ ବିଶ୍ୱେଶ୍ୱର ନାଥଙ୍କୁ ଦର୍ଶନ କରିଥିବେ ବୋଲି ଏବେଠୁ ଆକଳନ କରାଗଲାଣି । ମନ୍ଦିର ଟ୍ରଷ୍ଟ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ସୁନୀଲ କୁମାର ବର୍ମା କହିଛନ୍ତି ଯେ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଶୈବ କ୍ଷେତ୍ରକୁ ଭକ୍ତଙ୍କ ଆଗମନ ୧୩କୋଟିରୁ ଅଧିକ ହୋଇଯାଇଥିବ । କାଶୀ ବିଶ୍ୱେଶ୍ୱର ନାଥ ମନ୍ଦିରରେ ବିଶେଷ ଅବସର ଓ ଉତ୍ସବରେ ଭକ୍ତଙ୍କ ଭିଡ ଜମିଥାଏ । ବିଶେଷ କରି ଶ୍ରାବଣର ଶୁଭ ମାସରେ ମନ୍ଦିରରେ ଭକ୍ତଙ୍କ ଭୀଷଣ ଭିଡ ଦେଖାଯାଏ । ଅଧିକାରୀକ ତଥ୍ୟ ଅନୁସାରେ ଚଳିତବର୍ଷ ୫୯ ଦିନର ବିସ୍ତାରିତ ଶ୍ରାବଣ ମାସରେ ୧.୬ କୋଟିରୁ ଅଧିକ ଭକ୍ତ ମନ୍ଦିରରେ ଦର୍ଶନ କରିଛନ୍ତି । ସେହିପରି ଜୁଲାଇରେ ଶୈବ କ୍ଷେତ୍ରକୁ ୭୨ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିବା ବେଳେ ଅଗଷ୍ଟରେ ସଂଖ୍ୟା ବଢି ୯୫.୬ ଲକ୍ଷ କୁ ପହଞ୍ଚିଥିଲା । ଚଳିତବର୍ଷ ଜାନୁୟାରୀ ୨୦୨୩ରୁ ଡିସେମ୍ବର ମାସର ଏପର୍ଯ୍ୟନ୍ତ ମନ୍ଦିର ଦର୍ଶନ କରିଥିବା ଭକ୍ତଙ୍କ ମୋଟ ସଂଖ୍ୟା ୫.୯ କୋଟିକୁ ପହଞ୍ଚି ଯାଇଛି । ଶୈବ କ୍ଷେତ୍ରକୁ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ କାଶୀ ବିଶ୍ୱନାଥ ଟ୍ରଷ୍ଟ ପର୍ଯ୍ୟଟକ ଓ ଭକ୍ତଙ୍କ ନିମନ୍ତେ ସୁବିଧା ମଧ୍ୟ ବଢାଇଛନ୍ତି । ୨୦୨୧ ମସିହାରେ ମନ୍ଦିର ପରିସରକୁ ୩ ହଜାର ବର୍ଗଫୁଟରୁ ବଢାଇ ୫ଲକ୍ଷ ବର୍ଗଫୁଟ କରିଦିଆଯାଇଛି । ଯେଉଁଥିରେ ଏକକାଳୀନ ୭୫ ହଜାରରୁ ଅଧିକ ଭକ୍ତଙ୍କୁ ଜାଗା ଦିଆଯାଇପାରୁଛି । ସେହିପରି ସିଇଓ ବର୍ମା ମନ୍ଦିରର ସୁପରିଚାଳନା ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ଯେଉଁଥିରେ ଭକ୍ତଙ୍କୁ ଖରାରୁ ରକ୍ଷା କରିବା ପାଇଁ ଜର୍ମାନ ହ୍ୟାଙ୍ଗର, ମ୍ୟାଟ, କୁଲର ଓ ଶୁଦ୍ଧ ପେୟଜଳ ବ୍ୟବସ୍ଥା କରାଯାଇଥିବା କହିଛନ୍ତ ।


ज्ञानवापी मामले में सुनवाई पूरी, जिला न्यायालय ने निर्णय सुरक्षित रखा

5 याचिकाओं पर पूरी हुई सुनवाई

प्रयागराज – इलाहाबाद हाईकोर्ट में वाराणसी के ज्ञानवापी विवाद को लेकर दाखिल याचिकाओं पर सभी पक्षों की बहस पूरी होने के बाद अदालत ने अपना फैसला सुरक्षित रख लिया है। इलाहाबाद हाईकोर्ट में अंजुमन इंतजामिया मसाजिद कमेटी और यूपी सुन्नी सेंट्रल वक्फ बोर्ड की और से दाखिल पांच याचिकाओं पर सुनवाई के बाद फैसला रिजर्व किया है। इनमें दो याचिकाएं अंजुमन इंतजामिया मसाजिद कमेटी की ओर से सिविल वाद की पोषणीयता को लेकर दाखिल की गईं थीं।

मस्जिद कमेटी की ओर से वरिष्ठ अधिवक्ता सैयद फरमान नकवी ने दलील पेश की। उन्होंने कहा कि यह केस 1991 के प्लेसेज आफ वर्शिप एक्ट से बाधित है, इसलिए इन याचिकाओं पर ट्रायल कोर्ट सुनवाई नहीं कर सकती है। निचली अदालत में मसाजिद कमेटी की आपत्ति को खारिज कर दिया था। उसी आदेश को इन याचिकाओं में इलाहाबाद हाईकोर्ट में चुनौती दी गई है। मसाजिद कमेटी की याचिकाओं पर बहस पूरी होने के बाद फैसला कोर्ट ने रिजर्व किया है।

कोर्ट ने सभी पक्षों को सुना और फैसला रिजर्व रखा

इसके साथ ही दो याचिकाएं सुन्नी सेंट्रल वक्फ बोर्ड की ओर से भी सिविल वाद की पोषणीयता (Maintainability of Civil Suit) को लेकर दाखिल की गई थी। यूपी सुन्नी सेंट्रल वक्फ बोर्ड की ओर से दाखिल याचिकाओं पर अधिवक्ता पुनीत गुप्ता ने पक्ष रखा। इन याचिकाओं पर भी बहस पूरी होने के बाद फैसला रिजर्व कर लिया गया है। जबकि, एक याचिका विवादित परिसर के एएसआई सर्वे को लेकर दाखिल की गई थी, जिस पर मुस्लिम पक्ष की ओर से कोई ज्यादा बल न

स्रोत : इंडिया डॉट कॉम


16 सितंबर

ज्ञानवापी संदर्भ में हिन्दुओं का पक्ष पक्ष सुने बिना कोई भी निर्णय न लें – अधिवक्ता विष्णु शंकर जैन द्वारा याचिका प्रविष्ट

हिन्दुओं द्वारा अलाहाबाद उच्च न्यायालय में याचिका प्रविष्ट !

वाराणसी – कुछ दिन पूर्व ही वाराणसी जिला न्यायालय ने निर्णय दिया है कि ज्ञानवापी तथा शृंगार गौरी प्रतिवाद का परिवाद आगे चलाया जाएगा । तत्पश्चात उसे मुसलमान दल उच्च न्यायालय में आव्हान देगा । इस पार्श्वभूमि पर हिन्दू दल की ओर से उच्च न्यायालय में एक याचिका प्रविष्ट की गई है । उसमें यह मांग की गई है कि हिन्दुओं का पक्ष पक्ष सुने बिना कोई आव्हान याचिका पर किसी भी प्रकार का निर्णय नहीं दीजिए । हिन्दू दल के अधिवक्ता विष्णु शंकर जैन द्वारा यह सूचना दी गई है ।

ज्ञानवापी में उरूस मनाने के लिए मुसलमानों ने न्यायालय से मांग की

मुसलमान दल द्वारा इस संदर्भ में अन्य एक याचिका पहले ही दिवानी न्यायालय में प्रविष्ट की गई है । तदनुसार ज्ञानवापी परिसर के ३ मजाऱ पर (मजार अर्थात मुसलमानों की कब्र) चादर चढाने के लिए उरूस आदि अन्य धार्मिक कृति करने की अनुमति मांगी गई है । इसकी सुनवाई ३ अक्तूबर को की जाएगी ।

Comments

Popular posts from this blog

ଜଗନ୍ନାଥ ମନ୍ଦିର ପୁରୀ