ମନ୍ଦିର କୁ ଅପବିତ୍ର


ପାଣ୍ଡିଆନ ଓ କାମିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ଗଣବିକ୍ଷୋଭ


ଭୁବନେଶ୍ୱର,୨୩/୧୨ : ଭି.କେ.ପାଣ୍ଡିଆନ ପୁରୀର ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ କାମିଆ ଜାନିଙ୍କୁ ନେଇ ଯିବା ଘଟଣାକୁ ନେଇ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ରାଜଧାନୀର ମାଷ୍ଟର କ୍ୟାଂଟିନ ଛକରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭି.କେ. ପାଣ୍ଡିଆନ ଓ କାମିଆ ଜାନିଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବାକୁ ସଂଗଠନ ଦାବି କରିଛି । ଗୋ ମାଂସର ପ୍ରଚାର କରୁଥିବା ବ୍ଲଗର କାମିଆ ଜାନିଙ୍କ ଦ୍ୱାରା ଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରସାଦର ପ୍ରଚାର ପ୍ରସାର ସନାତନୀଙ୍କୁ ଦୁଃଖ ଦେଇଛି । ଏହା ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି । ତେଣୁ କାମିଆଙ୍କ ବିରୋଧରେ ମାମଲା ସହ ମନ୍ଦିରକୁ ପ୍ରବେଶ କରିଥିବା ପାଣ୍ଡିଆନଙ୍କ ବିରୋଧରେ ମଧ୍ୟ ମାମଲା ପାଇଁ ଦାବି କରାଯାଇଛି । ସନାତନ ପରମ୍ପରା ତଥା ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟରେ ଲିପ୍ତ ବ୍ୟକ୍ତି ବିଶେଷଙ୍କୁ ସାମାଜିକ ବାସନ୍ଦ କରାଯାଉ ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ରାଜ୍ୟ ସରକାର ଏଭଳି ହିନ୍ଦୁ ବିରୋଧୀ ମାନସିକତାରୁ ନିବୃତ ରୁହନ୍ତୁ ବୋଲି ଗଣ ବିକ୍ଷୋଭରେ ଦାବି କରାଯିବା ସଂଗେସଂଗେ ଏହି ଆନ୍ଦୋଳନକୁ ରାଜ୍ୟ ବ୍ୟାପୀ କରାଯିବ ବୋଲି ଶ୍ରୀମନ୍ଦିର ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଚେତେଇ ଦିଆଯାଉଛି



 କଳା ପାହାଡ଼ ଙ୍କ କଳା କାରନାମା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିର ଓ ଓଡ଼ିଆ ଜାତିର ପ୍ରଚାର ବଦଳରେ ସର୍ବନାଶ କରୁଛନ୍ତି ।

https://fb.watch/p5eUMXzj4A/?mibextid=hubsqH

ପାଣ୍ଡିଆନଙ୍କ ସହ ମହାପ୍ରସାଦ ଖାଇଥିବା କାମିଆଙ୍କୁ ଗୋମାଂସ ଭକ୍ଷଣକାରୀ କହିବା ନେଇ ବିବାଦ; ଜାଣନ୍ତୁ ଏହା ପଛର ସତ କଣ?

https://fb.watch/p5dx9Gxd_E/?mibextid=FQVVTg


ଭିକେ ପାଣ୍ଡିଆନ ଓ କାମିଆ ଜାନିଙ୍କୁ ତୁରନ୍ତ ଗିରଫ କରାଯାଉ : ବିଜେପି


ଭୁବନେଶ୍ୱର,୨୧/୧୨-23 : ଭିକେ ପାଣ୍ଡିଆନ ଓଡ଼ିଶାର ସମସ୍ତ ସନାତନ ଧର୍ମୀ ଓ ଜଗନ୍ନାଥପ୍ରେମୀଙ୍କ ଧାର୍ମିକ ଭାବନା ନେଇ ଖେଳ ଖେଳିଛନ୍ତି । ଏଥିପାଇଁ ଆଇପିସି ସେକ୍ସନ ୨୯୫(ଏ)ରେ ଉଲ୍ଲେଖ ଅଛି, କୌଣସି ଲୋକ ଯଦି ଧାର୍ମିକ ଭାବନାକୁ ଆଘାତ କରିବେ ତାହାଲେ ଦଣ୍ଡ ମିଳିବ । ଶ୍ରୀ ଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୨ର ସେକ୍ସନ ୩୦(ଏ)ରେ ମଧ୍ୟ ଏହା ସ୍ପଷ୍ଟଭାବେ ଉଲ୍ଲେଖ ଅଛି ଯେ, ମନ୍ଦିର ଭିତରକୁ କୌଣସି ନିଷେଧ ଦ୍ରବ୍ୟ ଯାହା ମନ୍ଦିର ପ୍ରଶାସନ ପକ୍ଷରୁ ନେବାକୁ ମନା କରାଯାଇଛି ତାକୁ ନେଇ ଭିଡିଓ କରାଇବା ଏକ ଧତବ୍ୟ ଅପରାଧ । ଭିକେ ପାଣ୍ଡିଆନ ଓ କାମିଆ ଜାନି ଉଭୟ ଅପରାଧରେ ସଂପୃକ୍ତ ଥିବାରୁ ସେମାନଙ୍କ ବିରୋଧରେ ତୁରନ୍ତ ମନ୍ଦିର ପ୍ରଶାସନ ମାମଲା ରୁଜୁ କରନ୍ତୁ ଓ ତାଙ୍କ ଉପରେ ମକଦ୍ଦମା ରୁଜୁ କରି ଦୁହିଁଙ୍କୁ ଗିରଫ କରାଯାଉ ବୋଲି ବିଜେପି ଦାବି କରିଛି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଡଃ. ଯତୀନ ମହାନ୍ତି କହିଛନ୍ତି ଓଡ଼ିଶାର ହିନ୍ଦୁ ଓ ସନାତନିମାନଙ୍କର ଆସ୍ଥାର କେନ୍ଦ୍ର ଏବଂ ଓଡ଼ିଶାର ପ୍ରାଣ ମହାପ୍ରଭୁ ଜଗତରନାଥ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଶାସକ ଦଳରେ ନୂଆ ଯୋଗ ଦେଇଥିବା ଭିକେ ପାଣ୍ଡିଆନ ଜଣେ ସୋସିଆଲ ମିଡିଆ ଇନ୍‌ଫ୍ଲ୍ୟୁଏନ୍ସର, ଫୁଡଟେଷ୍ଟର କାମିଆ ଜାନି ନାମକ ମହିଳାଙ୍କୁ ନେଇ ଜଗନ୍ନାଥ ମନ୍ଦିର ପରିସର ଭିତରେ ଏକ ଭିଡିଓ ପ୍ରସ୍ତୁତ କରି ଗଣମାଧ୍ୟମରେ ଛାଡିଛନ୍ତି । ଏହି ଭିଡିଓଟି ସାରା ଓଡ଼ିଶା ନୁହେଁ ବରଂ ସମଗ୍ର ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀ ଏବଂ ସନାତନିମାନଙ୍କୁ ଧାର୍ମିକ ଆଘାତ ଲାଗିଛି । ପୂର୍ବରୁ କାମିଆ ଜାନି ଗୋ ମାଂସ ଖାଇଥିବାର ଭିଡିଓ ଅଛି । ଶ୍ରୀମନ୍ଦିରର ନିୟମ ଅନୁସାରେ ଜଣେ ଗୋ-ମାଂସ ଭକ୍ଷଣକାରୀ ସୁଧି ଓ ପ୍ରାୟଶ୍ଚିତ ନହେବା ପର୍ଯ୍ୟନ୍ତ ମନ୍ଦିର ପ୍ରବେଶ କରିବାର କୌଣସି ଅଧିକାର ନାହିଁ । ଶାସକ ଦଳ କାମିଆ ଜାନିଙ୍କୁ ମନ୍ଦିର ପ୍ରବେଶ କରାଇ ଓଡିଶାର ଜନସାଧାରଣ ନୁହେଁ ବରଂ ସମଗ୍ର ବିଶ୍ୱର ହିନ୍ଦୁମାନଙ୍କର ଧାର୍ମିକ ସମ୍ବେଦନ ଉପରେ କୁଠାରାଘାତ କରିଛନ୍ତି । ଭିକେ ପାଣ୍ଡିଆନଙ୍କ ସନାତନ ବିରୋଧୀ କାର୍ଯ୍ୟକୁ ଓଡିଶାର ଲୋକେ ବରଦାସ୍ତ କରିବେ ନାହିଁ । ଓଡ଼ିଶାର ପ୍ରାଣକେନ୍ଦ୍ର ହେଉଛି ପୁରୀ । ପୁରୀକୁ ମଧ୍ୟ ଗୋବର୍ଦ୍ଧନକ୍ଷେତ୍ର କୁହାଯାଏ । ପୁରୀରେ ଗୋ ମାତାଙ୍କୁ ସ୍ୱଂରକ୍ଷଣ ଏବଂ ସମ୍ବର୍ଦ୍ଧନ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି କିନ୍ତୁ କାମିଆ ଜାନି ମନ୍ଦିର ଭିତରେ ମହାପ୍ରସାଦକୁ ଖାଇ ସେ ବିଷୟରେ ଭିଡିଓ କରି ସନାତନ ଧର୍ମ ଓ ମନ୍ଦିରକୁ ଅପମାନ କରିଛନ୍ତି । ଶ୍ରୀମନ୍ଦିର ଶ୍ରୀକ୍ଷେତ୍ର ତଥା ଦର୍ଶନର କ୍ଷେତ୍ର ତାହା ଭୋଗ୍ୟ କ୍ଷେତ୍ର ନୁହେଁ । ଯେଉଁମାନେ ଏହାକୁ ଭୋଗ୍ୟକ୍ଷେତ୍ର ବୋଲି ମନେ କରୁଛନ୍ତି ସେମାନେ ଅପରାଧ କରୁଛନ୍ତି । କାମିଆ ଜାନି ମହାପ୍ରସାଦର ପବିତ୍ରତାକୁ ନଷ୍ଟ କରିବା ସହ ମନ୍ଦିରର ନୀତି ନିୟମକୁ ମଧ୍ୟ ନଷ୍ଟ କରିଛନ୍ତି । ଏଭଳି ନୀତି ବିରୋଧ କାର୍ଯ୍ୟକୁ ପ୍ରତ୍ସୟ ଦେଇଥିବା ଭିକେ ପାଣ୍ଡିଆନଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଶଙ୍କରାଚାର୍ଯ୍ୟଙ୍କ ସହ ମନ୍ଦିର ପ୍ରଶାସନ ଆଲୋଚନା କରି ମହାପ୍ରଭୁଙ୍କୁ ଶୁଦ୍ଧିକରଣ ଏବଂ ମାଜଣା କରନ୍ତୁ । ମନ୍ଦିର ପ୍ରଶାସନ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଲେ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ କୋର୍ଟରେ ଦ୍ୱାରସ୍ଥ ହେବ ବୋଲି ଡଃ. ମହାନ୍ତି ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ । 


मंदिर के प्रवेशद्वार पर जिहादी व्यक्ति ने किया पेशाब, फिर पत्थर फेंक कर तोडा मंदिर का शीशा

उत्तराखंड की राजधानी देहरादून में एक मंदिर पर एक धर्मांध शख्स ने रात के समय हमला बोल दिया। बड़ी दाढ़ी वाले इस शख्स का CCTV फुटेज भी सामने आया है। सीसीटीवी के माध्यम से सामने आए इस वीडियो में यह शख्स टोपी लगाए दिखता है।

जानकारी के अनुसार, यह घटना देहरादून में देहरादून-हरिद्वार रोड पर स्थित हर्रावाला में माता काली मंदिर में हुई। यहां रात को 11-12 दिसम्बर, 2023 को रात एक बजे एक शख्स ने यह हमला किया। यह हमलावर मंदिर के बाहर आकर पेशाब करता है। इसके बाद वह मंदिर पर पत्थर फेंकता है। उसके पत्थर फेंकने के कारण मंदिर का शीशा क्षतिग्रस्त हो गया है। कुछ देर बाद वह यहां से चला जाता है।

इस मामले में डोईवाला मुकदमे में मामला दर्ज किया गया है। सीसीटीवी के आधार पर इस आरोपित को पहचानने का प्रयास हो रहा है। घटना के कारण यहां के हिन्दुओं में काफी आक्रोश है। स्थानीय हिन्दुओं ने इस मामले में रोष जताते हुए जल्द से जल्द आरोपित को पकड़ने की माँग की है।

पुलिस का इस मामले में कहना है कि अभी पहचान स्पष्ट नहीं हुई इसलिए यह बता पाना मुश्किल है कि उसने यह काम किस उद्देश्य से किया है। उसकी धर-पकड़ करने के बाद यह स्थापित किया जा सकता है कि उसका क्या उद्देश्य था।

स्रोत : ऑप इंडिया

उज्जैन : मंदिरों पर पेशाब कर रहा था लतिफ खान, श्रद्धालुओं के विरोध के बाद पुलिस ने किया गिरफ्तार

उज्जैन के रामघाट क्षेत्र का एक वीडियो इन दिनों तेजी से वायरल हो रहा है, जिसमें दिल्ली का एक श्रद्धालु यह कहते नजर आ रहे हैं कि जब वे रामघाट के किनारे अपने परिवार के साथ टहल रहे थे तब लतिफ खान नाम का बुजुर्ग यहां बने छोटे-छोटे मंदिरों पर पेशाब कर रहे था। जब उन्होंने उसे ऐसा करने से रोका तो वह नहीं माने । इसके बाद उन्होंने कुछ लोगों की सहायता से उसे पकड़ा और बाद में महाकाल थाना पुलिस के सुपुर्द किया है।

महाकाल थाना प्रभारी अजय वर्मा ने बताया कि रामघाट क्षेत्र में मंदिरों पर पेशाब करने की सूचना मिली थी, जिसके बाद पुलिस टीम को यहां पर भेजा गया था। बुजुर्ग को घेरकर खड़े हिंदू संगठन के लोगों का कहना था कि बुजुर्ग द्वारा मंदिरों पर पेशाब की जा रही थी जिससे ही वे लोग आक्रोशित थे।  पकड़े गए व्यक्ति का नाम लतीफ पिता फसल निवासी फजलपुरा उम्र 60 वर्ष है जो कि नगर निगम में कुछ समय पूर्व तक सफाईकमी का काम करते थे। कुछ समय पहले ही वह सेवानिवृत हुए हैं। महाकाल थाना प्रभारी अजय वर्मा ने बताया कि इस मामले में आरोपी के खिलाफ धारा 295 ए के तहत प्रकरण दर्ज कर उसे न्यायालय में पेश किया गया था। जहां से उसे जेल भेज दिया गया है।

स्रोत : अमर उजाला

Tags : देव

Comments

Popular posts from this blog

ଜଗନ୍ନାଥ ମନ୍ଦିର ପୁରୀ